Breaking PLUSଦେଶମୁଖ୍ୟ ଖବର

ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଚିନ ଓ କୋହଲି ନିମନ୍ତ୍ରଣ

୨୦୨୪ ଜାନୁଆରି ମାସ ସୁଦ୍ଧା ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରି ୨୨ ତାରିଖ‌ରେ ରହିଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସଚିନ ଓ ବିରାଟଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚିତ କ୍ରିକେଟ ଯୋଡ଼ିଙ୍କ ସହିତ ୮୦୦୦ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି।

Show More

Related Articles

Back to top button