Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କରୋନା କାଳରେ ଖୁସି ଖବର, ବଢିବ ଭାରତର ଆର୍ଥିକ ଅଭିବୃଦ୍ଧି ହାର

କୋରନା ମାହାମାରୀ ସମଗ୍ର ବିଶ୍ୱର ଅର୍ଥନିତୀକୁ ଦୁର୍ବଳ କରିଦେଇଛି । ଏହା ମଧ୍ୟରେ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଉତ୍ସାହ ଜନକ ରହିବ ବୋଲି ପୁର୍ବାନୁମାନ କରିଛି ଆର୍ନ୍ତଯାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) । ଏବର୍ଷ ଭାରତର ଅର୍ଥନୈତିକ ହାର (ଜିଡିପି)୧୧.୫ ପ୍ରତିଶତ ରହିବ । ଆଇଏମଏଫ ଏହାର ସର୍ବଶେଷ ୱାଲ୍ଡ ଇକୋନୋମିକ ଆଉଟଲୁକ ଅପଡେଟ ରେ ପ୍ରକାଶ କରିଛି

କୋରନା ମାହାମାରୀ ସମଗ୍ର ବିଶ୍ୱର ଅର୍ଥନିତୀକୁ ଦୁର୍ବଳ କରିଦେଇଛି । ଏହା ମଧ୍ୟରେ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଉତ୍ସାହ ଜନକ ରହିବ ବୋଲି ପୁର୍ବାନୁମାନ କରିଛି ଆର୍ନ୍ତଯାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) । ଏବର୍ଷ ଭାରତର ଅର୍ଥନୈତିକ ହାର (ଜିଡିପି)୧୧.୫ ପ୍ରତିଶତ ରହିବ । ଆଇଏମଏଫ ଏହାର ସର୍ବଶେଷ ୱାଲ୍ଡ ଇକୋନୋମିକ ଆଉଟଲୁକ ଅପଡେଟ ରେ ପ୍ରକାଶ କରିଛି । ଏଥିରେ ଭାରତ ହିଁ ବିଶ୍ୱର ଏକ ମାତ୍ର ଦେଶ ଭାବରେ ନିଜର ଅଭିବୃଦ୍ଧି ହାରକୁ ୨ ଅଙ୍କ ପହଞ୍ଚାଇ ପାରିବ ବୋଲି ଉଲ୍ଲେଖ କରାଯାଇଛି ।

ଏହାସହ ଚୀନ ୮.୧ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନ, ଓ ୫.୯ ପ୍ରତିଶତ ସହିତ ସ୍ପେନ ତୃତୀୟ ସ୍ଥାନରେ ରହିବ ବୋଲି ଆକଳନ କରାଯାଇଛି ।
ଏହା ପୁର୍ବରୁ ମଙ୍ଗଳବାର ଦିନ ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ଏକ ପୃଥକ ରିପୋର୍ଟରେ ୨୦୨୦ ମସିହାରେ ଭାରତର ଅର୍ଥନତୀ ଚୁକ୍ତି ୯.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୨୧ରେ ଏହା ୭.୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

Show More

Related Articles

Back to top button