Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସୀୟ କ୍ରୀଡ଼ା ମହିଳା ବକ୍ସିଂରେ ଭାରତକୁ ରୌପ୍ୟ

ହାଙ୍ଗଝୋ- ଏସୀୟ କ୍ରୀଡ଼ା ମହିଳା ବକ୍ସିଂରେ ଭାରତକୁ ଆଉ ଏକ ପଦକ । ୭୫ କେଜି ବର୍ଗରେ ଲଭଲିନା ଜିତିଲେ ରୌପ୍ୟ ପଦକ । ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ଲଭଲିନା ।

ଏସୀୟ କ୍ରୀଡାରେ ଭାରତ ଏବେ ପର୍ଯ୍ୟନ୍ତ 74ଟି ପଦକ ଜିତିଛି । ଯାହାକି କୌଣସି ଏସୀୟ ଗେମ୍ ସଂସ୍କରଣରେ ସର୍ବାଧିକ । ଏଥିରେ ୧୬ ସ୍ୱର୍ଣ୍ଣ, ୨୭ ରୌପ୍ୟ, ୩୧ ବ୍ରୋଞ୍ଜ ପଦକ ରହିଛି ।

Show More

Related Articles

Back to top button