Breaking PLUSଦେଶମୁଖ୍ୟ ଖବର

ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ

ପହେଲଗାଓଁ ଆକ୍ରମଣ ଘଟଣାର ନିନ୍ଦା କରି ଭାରତୀୟମାନେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ଦୁଇଦେଶ ମଧ୍ୟରେ ଖରାପ ଥିବା ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିବାବେଳେ ଭାରତୀୟମାନେ ଏକାଠି ହୋଇ ପାକ୍‌ ସରକାର ବିରୋଧରେ ଦୂତାବାସ ଆଗରେ ବିଭିନ୍ନ ନାରା ଦେଇଛନ୍ତି।

Show More

Related Articles

Back to top button