Breaking PLUSଓଡ଼ିଶାମୁଖ୍ୟ ଖବର

ବିକାଶିତ ଅଭିମୁଖେ ଗତି କରୁଛି ଭାରତ – ଏସ ଜୟଶଙ୍କର

ଭୁବନେଶ୍ଵର : ଭୁବନେଶ୍ଵର ଜନତା ମୈଦାନରେ ଆଜିଠାରୁ ଭାରତୀୟ ପ୍ରବାସୀ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି। ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଆମେ ଏବେ ବିକାଶିତ ଭାରତ ଅଭିମୁଖେ ଗତି କରୁଛେ । କୋଭିଡ୍ ସମୟରେ ଭାରତ ନିଜସ୍ଵ ଟିକା ତିଆରି କରିଥିଲା। ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା। ବହୁ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି। ସ୍ଵଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢାଅ ଏହାର ଉଦାହରଣ।

Show More

Related Articles

Back to top button