Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ମୁଦ୍ରା ଚାଲିବ : ଭାରତ ଏହି ସୁବିଧା ପାଇବ

ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ କରିବାକୁ ଆରବିଆଇ ବର୍ତ୍ତମାନ ଏହି ଅନୁମତି ଦେଇଛି । ସେବେଠାରୁ ଅନୁମାନ କରାଯାଉଛି ଯେ, ଆରବିଆଇର ଏହି ନିଷ୍ପତ୍ତି ପ୍ରତିବର୍ଷ ୩୦ରୁ ୩୬ ବିଲିୟନ ଡଲାର ସଞ୍ଚୟ କରିପାରିବ । ଏବଂ ଏହା ବ୍ୟତୀତ ଅନେକ ଦେଶ ସହିତ ଆମ ଦେଶର ବ୍ୟବସାୟର ପରିସର ମଧ୍ୟ ବୃଦ୍ଧି ହୋଇପାରେ । ଅର୍ଥାତ୍ ଏହାର ସକରାତ୍ମକ ପ୍ରଭାବ ବିନିମୟ ମୂଲ୍ୟରେ ଦେଖିବାକୁ ମିଳିପାରେ । ଯେଉଁଥିପାଇଁ ଆଗାମୀ ସମୟରେ ଭାରତୀୟ ଟଙ୍କା ମଧ୍ୟ ବହୁତ ଶକ୍ତିଶାଳୀ ହୋଇପାରେ । ଆରବିଆଇର ଏହି ଘୋଷଣା ପରେ ଅନୁମାନ କରାଯାଉଛି ଯେ, ଖୁବ ଶୀଘ୍ର ରୁଷ , ଇରାନ ଏବଂ ଶ୍ରୀଲଙ୍କା ଭଳି ଅନେକ ଦେଶରୁ ଭାରତୀୟ ମୂଲ୍ୟରେ ଆନ୍ତର୍ଜାତୀୟ ବାଣିଜ୍ୟ ହୋଇପାରିବ ।

Show More

Related Articles

Back to top button