Breaking PLUSଦେଶମୁଖ୍ୟ ଖବର
ଭାରତୀୟ ଡାକକୁ ଡାକଘର ସହ ଏକ ବୃହତ ଲଜିଷ୍ଟିକ୍ସ ସଙ୍ଗଠନରେ ପରିଣତ କରିବାକୁ ଯୋଜନା-ଅର୍ଥମନ୍ତ୍ରୀ

ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଭାରତୀୟ ଡାକକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହ ଏକ ବୃହତ ଲଜିଷ୍ଟିକ୍ସ ସଙ୍ଗଠନରେ ପରିଣତ କରାଯିବା । ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଉତ୍ପ୍ରେରକ ହେବ ।