Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରିସବେନ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଡ୍ର

ବ୍ରିସବେନରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଛି। ବୁଧବାର ଅନ୍ତିମ ଦିବସରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ବିଜୟ ପାଇଁ ୨୭୫ ରନର ଟାର୍ଗେଟ ଦେଇଥିଲା। ହେଲେ ସମୟ ଶେଷ ହେବା ପୂର୍ବରୁ ଭାରତ ବିନା କୌଣସି ଉଇକେଟ ହରାଇ ୮ ରନ ସଂଗ୍ରହ କରିଥିଲା। ଫଳରେ ମ୍ୟାଚର ଫଳାଫଳ ଅମୀମାଂଶିତ ରହିଥିଲା।

Show More

Related Articles

Back to top button