Breaking PLUSଓଡ଼ିଶାମୁଖ୍ୟ ଖବର

ହଂସିତା-ଅନୀଲ ଗିରଫ ମାମଲା, ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି

ଭୁବନେଶ୍ୱର- ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ରେଡ୍‌ ଚାଲିଛି । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍‌ କରୁଛି ଆୟକର ବିଭାଗ  । ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ।

Show More

Related Articles

Back to top button