Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜମ ଖାନଙ୍କ ଘରେ ଭିଜିଲାନ୍ସ ରେଡ୍

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ଆୟକର ବିଭାଗର ଚଢାଉ । ଆଜମଙ୍କର ବିଭିନ୍ନ ସହରରେ ଥିବା ଘରେ ଆଜି ସକାଳୁ ସକାଳୁ ରେଡ୍ କରାଯାଇଛି ।
ଉତ୍ତର ପ୍ରଦେଶର ଜନପଦ ରାମପୁର, ଲକ୍ଷ୍ନୌ, ସହାରନପୁର, ଗାଜିଆବାଦ, ମେରଠ, ସୀତାପୁର ସହିତ ମଧ୍ୟପ୍ରଦେଶର କିଛି ସ୍ଥାନରେ ଚଢାଉ କରାଯାଇଛି । ପୁରୁଣା ଲକ୍ଷ୍ନୌରେ ଆଜମ ଖାନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି । ଆଜମଙ୍କ ସହ ଅଲ ଜୋହର ଟ୍ରଷ୍ଟର ସମ୍ପର୍କକୁ ନେଇ ଏହି ଚଢାଉ କରାଯାଇଛି । ଚଢାଉ ବେଳେ ଆଜମ ଖାନ ରାମପୁରରେ ଅଛନ୍ତି ।

Show More

Related Articles

Back to top button