Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଦେଶର ଶକ୍ତିଶାଳୀ ପ୍ରଶାସକ ତାଲିକାରେ ସ୍ଥାନ ପାଇଲେ ତିନି ଓଡ଼ିଆ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ପ୍ରକାଶିତ ତାଲିକାରେ ଶକ୍ତିଶାଳୀ ପ୍ରଶାସକ ତାଲିକାରେ ଦିଲ୍ଲୀରେ ଅବସ୍ଥାପିତ ୩ ଜଣ ଓଡ଼ିଆ ପ୍ରଶାସକ ସ୍ଥାନ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ପ୍ରକାଶିତ ତାଲିକାରେ ଶକ୍ତିଶାଳୀ ପ୍ରଶାସକ ତାଲିକାରେ ଦିଲ୍ଲୀରେ ଅବସ୍ଥାପିତ ୩ ଜଣ ଓଡ଼ିଆ ପ୍ରଶାସକ ସ୍ଥାନ ପାଇଛନ୍ତି ।

ପତ୍ରିକା ପକ୍ଷରୁ ପ୍ରକାଶ ପାଇଥିବା ୧୦ ଜଣିଆ ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଅଛନ୍ତି । ତୃତୀୟ ସ୍ଥାନରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସପ୍ତମ ସ୍ଥାନରେ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ ଅଛନ୍ତି ।

ସେମାନଙ୍କର ଅଧିକାରୀମାନଙ୍କ କର୍ମନିଷ୍ଠା ଓ ଦକ୍ଷତାର ପରିମାପରେ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Show More

Related Articles

Back to top button