Breaking PLUSଓଡ଼ିଶାମୁଖ୍ୟ ଖବର

ଓଡିଶାରେ ମଙ୍କିପକ୍ସର ସ୍ଥିତି କିଛି ନାହିଁ

ଗାଇଡ୍‌ଲାଇନ୍ ଅନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ : ସ୍ବାସ୍ଥ୍ୟମନ୍ତ୍ରୀ

ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମନ୍ତ୍ରୀ କହିଛନ୍ତି, ମଙ୍କିପକ୍ସ ନେଇ ଗାଇଡ୍‌ଲାଇନ୍ ଆସିଛି । ଗାଇଡ୍‌ଲାଇନ୍ ଅନୁସାରେ ପଦକ୍ଷେପ ନେବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାରେ ମଙ୍କିପକ୍ସର ସ୍ଥିତି କିଛି ନାହଁ । ଯାହା ସ୍ଥିତି ଅଛି ତା ଉପରେ ନଜର ରଖାଯାଇଛି ।

ସେପଟେ ରାୟଗଡା କାଶୀପୁର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କାଶୀପୁରରେ ସ୍ଥିତି ନିୟନ୍ତ୍ରଣରେ ଅଛି । ମୁକାବିଲା ପାଇଁ ଗୋଟିଏ ଟିମ୍ ସେଠାରେ ଉପସ୍ଥିତ ଅଛନ୍ତି । ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି । ସରକାର ସମ୍ପୂର୍ଣ୍ଣ ରୂପେ ସ୍ଥିତି ଉପରେ ନଜର ରଖିଛନ୍ତି ।

Show More

Related Articles

Back to top button