Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ନଭେମ୍ଵରରେ ରାଜ୍ୟରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ

ଚଳିତ ମାସରେ ରାଜ୍ୟରେ ହେବ ୧୬ ହଜାର ଶିକ୍ଷକଙ୍କ ନିଯୁକ୍ତି । ଡିସେମ୍ବର ପୂର୍ବରୁ ସରିବ ଏହି ନିଯୁକ୍ତି ପ୍ରକ୍ରିୟା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହା ଦ୍ଵାରା ରାଜ୍ୟରେ ଶିକ୍ଷକ ଅଭାବ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button