Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍

ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍

ପପୁଲାର ମିଡିଆ ପ୍ଲେୟାର ସଫ୍ଟଓୟାର ଓ ଷ୍ଟ୍ରମିଂ ମିଡିଆ ପ୍ଲାଟଫର୍ମ ଭିଏଲସି ଭାରତରେ କାମ କରିବା ବନ୍ଦ କରିଦେଇଛି । ମିଡିଆନେମ୍ ରିପୋର୍ଟ ଅନୁସାରେ, ଭିଡିଓ ଲାନ୍ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ଏହି ଆପ୍ ପ୍ରାୟ ଦୁଇ ମାସ ହେଲା ଭାରତରେ ବ୍ଲକ୍ ହୋଇଥିଲା । କିନ୍ତୁ ସରକାର ଏନେଇ ଅଧିକ ତଥ୍ୟ ଦେଇନଥିଲେ । ଅନେକ ରିପୋର୍ଟରେ କୁହାଯାଇଛି ଯେ, ଏହାକୁ ସରକାର ଆଇଟି ଅଧିନିୟମ ୨୦୦୦ ଆଧାରରେ ବ୍ୟାନ୍ କରାଯାଇଛି । ଭିଏଲସି ଓ୍ୱେବସାଇଟ୍ ଓପନ୍ କଲେ ଆଇଟି ଆକ୍ଟ ଓ ବ୍ୟାନ୍ ସମ୍ବନ୍ଧୀୟ ଲେଖା ଆସୁଛି ।

Show More

Related Articles

Back to top button