Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା କିଛି ଘଣ୍ଟା ମଧ୍ୟରେ ଟ୍ୱିନ ସିଟିରେ ପ୍ରବଳ ବର୍ଷା ଆଶଙ୍କା

କଟକ, ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ଆସନ୍ତା ୨/୩ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

କଟକ, ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ଆସନ୍ତା ୨/୩ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଅତ୍ୟଧିକ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ହୋଇ ନ ପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ମଧ୍ୟ ଆଶଙ୍କା କରାଯାଉଛି।

Show More

Related Articles

Back to top button