Breaking PLUSଓଡ଼ିଶାମୁଖ୍ୟ ଖବର

ଆଇଏଏସ୍ ମନୋଜ କୁମାର ପରିଡା ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ଵର: ଆଇଏଏସ୍ ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଅବସରପ୍ରାପ୍ତ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ , ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ ସଦସ୍ୟ ହୋଇଛନ୍ତି।

Show More

Related Articles

Back to top button