ଓଡ଼ିଶାବାଣିଜ୍ୟ

ଭୁବନେଶ୍ୱର ରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇ ର ବହୁ ପ୍ରତୀକ୍ଷିତ ୪ ଚକିଆ ଯାନ ଆଲକାଜାର

ଯାହାର ଶୁଭ ଉନ୍ମୋଚନ କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା କରାଯାଇଛି। ସମ୍ପୂର୍ଣ କୋଭିଡ ଗାଇଡ଼ ଲାଇନ ଅନୁସାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ରେ ଉପଲବ୍ଧ ହୋଇପାରିବ । ଯାହାକି ଉଭୟ ୬ ଓ ୭ ସିଟ ବିଶିଷ୍ଟ ଅଟେ।

 

hyundai alcazar

ଏହା ସହିତ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ ରେ ଭୁବନେଶ୍ୱର ର ତମାଣ୍ଡୋ,ୟୁନିଟ ୪, ଲୁଇସ ରୋଡ଼ ଓ ଉତ୍ତରା ଛକରେ ଥିବା କମ୍ପାନୀର ଶୋରୁମ ରେ ଉପଲବ୍ଧ ଅଟେ।

Show More

Related Articles

Back to top button