Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ HMPV ଆକ୍ରାନ୍ତ ନାହାନ୍ତି- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କେହି HMPV ଆକ୍ରାନ୍ତ ନାହାନ୍ତି |ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେହି HMPV ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି,ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର |ବର୍ତ୍ତମାନ ପର୍ଯନ୍ତ ଯେତିକି ନମୁନା HMPV ପରୀକ୍ଷା ପାଇଁ ଯାଇଛି,ସବୁର ରେଜଲ୍ଟ ନେଗେଟିଭ ଆସିଛି |ସାଧାରଣ ଜ୍ବର ଥଣ୍ଡା ଭଳି ଏହାର ଲକ୍ଷଣ ପରିଲକ୍ଷିତ ହେବ,ଏଥି ପାଇଁ କୌଣସି ଭାବରେ ଭୟଭୀତ ହେବାର ନାହିଁ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ |

Show More

Related Articles

Back to top button