Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠାରୁ ନାଟମଣ୍ଡପ ମରାମତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଯକ- ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନାଟମଣ୍ଡପ ମରାମତି ଲାଗି ASIକୁ ନିର୍ଦ୍ଦେଶ ଦିଆଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍‌ କ୍ୟୁରି । ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ରିପୋର୍ଟ ଦେବେ ଆମିକସ୍‌ କ୍ୟୁରି । ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।

Show More

Related Articles

Back to top button