Breaking PLUSଓଡ଼ିଶାମୁଖ୍ୟ ଖବର

ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା

ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଓ ପବନ ଯୋଗୁ ବହୁ ସଂଖ୍ୟାରେ ଗଛପତ୍ର ଉପୁଡ଼ି ଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇଛି। ଏପରି କି କୋଠାଘର ବି ଭୁଶୁଡ଼ି ପଡ଼ିଛି। ରାଜଧାନୀ ନୂଆଦିଲ୍ଲୀକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ୪୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।

Show More

Related Articles

Back to top button