Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚ ପହିଲାରୁ ଉପରମୁହାଁ ହେଲାଣି ପାରଦ

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ଉପରମୁହାଁ ହେଲାଣି ପାରଦ। ଜଳୁଛି ସାରା ଓଡିଶା। ବିଶେଷ ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା। ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୮ଡିଗ୍ରୀ ଟପିଲାଣି। ଟିଟିଲାଗଡ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ୩୮.୫ ଡିଗ୍ରୀ ସହ ଟିଟଲାଗଡ ରେକର୍ଡ ଭାଙ୍ଗିଥିଲା। ଦେଶର ୧୦ ଉତ୍ତପ୍ତ ସହ ତାଲିକାରେ ଓଡିଶାରୁ ୪ ଜିଲ୍ଲା ରହିଛି। ୩୮.୨ ଡିଗ୍ରୀ ସହ ଝାରସୁଗୁଡା ୪ର୍ଥ ସ୍ଥାନରେ ଥିବାବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଅନୁଗୁଳ ୧୦ ନଂ ତାଲିକାରେ ରହିଛି।

Show More

Related Articles

Back to top button