Breaking PLUSଓଡ଼ିଶାମୁଖ୍ୟ ଖବର

ତତଲା କଡେଇରେ ଭାଜି ହେଉଛି ରାଜ୍ୟ

ଭୁବନେଶ୍ୱର – ରାଜ୍ୟରେ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ। ଗୁରୁବାର ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ। ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪, ଭୁବନେଶ୍ୱର ୩୮, ପୁରୀ ୩୩.୬, ପାରାଦୀପ ୩୨.୪, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button