Breaking PLUSଓଡ଼ିଶାମୁଖ୍ୟ ଖବର

ମେ 17ରୁ ପୁଣି ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର-ସପ୍ତାହକ ପରେ ପୁଣି ଜଳିବ । ଆଗାମୀ ସପ୍ତାହ କାଳବୈଶାଖୀ ପ୍ରଭାବରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। କିନ୍ତୁ ମେ’ ୧୭ରୁ ପୁଣି ରାଜ୍ୟକୁ ତାତି ଫେରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବ।

Show More

Related Articles

Back to top button