Breaking PLUSଓଡ଼ିଶାମୁଖ୍ୟ ଖବର

ଆକାଶରୁ ଅଗ୍ନିବର୍ଷା, ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ

ଭୁବନେଶ୍ୱର : ଆକାଶରୁ ଅଗ୍ନିବର୍ଷା । ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଅସହ୍ୟ ଖରା ଓ ଗରମ କାରଣରୁ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ୩୫ ଡିଗ୍ରୀ ଟପିଛି । ସମ୍ବଲପୁର ୩୪,୪, ହୀରାକୁଦ ୩୪.୪, ରାଉରକେଲା ୩୩.୬, ଚାନ୍ଦବାଲି ୩୨.୬, ପୁରୀ ୩୨.୬, ଭୁବନେଶ୍ୱର ୩୨.୪, ବାଲେଶ୍ୱର ଓ କେନ୍ଦୁଝର ୩୨.୨ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି । ଏହାସହ ଖରା ଓ ଗରମ ସହ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button