Breaking PLUSଓଡ଼ିଶାମୁଖ୍ୟ ଖବର

ଜଳିବ ମେ ମାସ

ଚଳିତ ବର୍ଷ ମେ’ରେ ଦେଶ ସହ ରାଜ୍ୟରେ ସ୍ୱାଭାବିକରୁ ଅଧିକ ତାତି ଅନୁଭୂତ ହେବ। ଦିନ ଅପେକ୍ଷା ରାତି ତାପମାତ୍ରା ଅଧିକ ରହିବ। ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଭାସି ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମେ’ରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ। ଦେଶର ଦକ୍ଷିଣାତ୍ୟ ଉପଦ୍ବୀପ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକରୁ କମ୍‌ ରହିବ। ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ।

Show More

Related Articles

Back to top button