Breaking PLUSଓଡ଼ିଶାମୁଖ୍ୟ ଖବର

୪୮ ଘଣ୍ଟା ପରେ ବଢିବ ତାତି

ଭୁବନେଶ୍ୱର- ଆଗାମୀ ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ବଢିବ ତାତି । ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ୧୬ ପରଠୁ ପାଗରେ ପରିବର୍ତ୍ତନ ହେବା ସହ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ। ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୬୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ । ୪ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ହେବ । ଏହାସହ ତାପମାତ୍ରା ବୃଦ୍ଧି ପାଇବ ।

Show More

Related Articles

Back to top button