Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ହେଉଛି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି । ଏନେଇ ସବୁଆଡେ ଉତ୍ସବମୁଖର ପରିବେଶ । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ମିଳିବା ପରେ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ସେହି ମୂହୁର୍ତ୍ତକୁ । କାହିଁକି ନା ଆଜି କେବଳ ରାତି ୮ଟା ରୁ ୧୦ଟା ସମୟସୀମା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି ଅନୁମତି ।

କୋଭିଡ କଟକଣା ଭିତରେ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି ଲୋକେ । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏ‌ଥର ସରକାର ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ।

Show More

Related Articles

Back to top button