ଦେଶସେଲିବ୍ରିଟି
ବିବାହ ବନ୍ଧନରେ ବାନ୍ଧି ହେଲେ ହଂସିକା ଓ ସୋହେଲ

ବିବାହ ବନ୍ଧନରେ ବାନ୍ଧି ହେଲେ ହଂସିକା ଓ ସୋହେଲ । ସାଉଥ୍ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ହଂସିକା ମୋଟୱାନି ତାଙ୍କର ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି।
ସୋହେଲ ଜଣେ ବିଜନେସମ୍ୟାନ୍। ଗତକାଲି ହଂସିକାଙ୍କ ମେହେନ୍ଦୀ ଫଙ୍କସନ୍ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଥିଲା।ଏବେ ଅଭିନେତ୍ରୀଙ୍କ ବିବାହର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଭିଡିଓରେ ହଂସିକାଙ୍କୁ ଦୁହ୍ଲନ୍ ବେଶରେ ଦେଖାଯାଇଛି। ଏହି ସମୟରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।