Breaking PLUSଓଡ଼ିଶାମୁଖ୍ୟ ଖବର
ମହିଳାଙ୍କ ଘରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆସିକା: ମହିଳାଙ୍କ ଘରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଧରାକୋଟ ଥାନା ପୋଡ଼ାପଲ୍ଲୀ ଗାଁରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ଘର କବିସୂର୍ଯ୍ୟନଗର ଥାନା ବାଲ୍ୟସରା ଗାଁରେ । ବାକି ଟଙ୍କା ମାଗିବାକୁ ଯାଉଛି କହି ଘରୁ ବାହାରିଥିଲେ । ପରିବାର ଆଣିଲେ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ।