Breaking PLUSଓଡ଼ିଶାମୁଖ୍ୟ ଖବର

ସୋର ନୂଆ ମେଡିକାଲ ବିଲ୍ଡିଂରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସୋର- ସୋରରେ ଚାଞ୍ଚଲ୍ୟ । ନୂଆ ମେଡିକାଲ ବିଲ୍ଡିଂରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫାୟାର ସେଫ୍ଟି ପାଇଁ ଯାଇଥିବା ପାଇପ୍‌ ଲାଇନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ପରିଚୟ ମିଳିନି । ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଘଟଣା ନେଇ ପୋଲିସକୁ ସୂଚନା ଦିଆଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

Show More

Related Articles

Back to top button