Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଦୁଇ ବନ୍ଧୁକ ଜବତ

ପୁଣି ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଜବତ କରିଛି ଚୋରା ବନ୍ଧୁକ ।

ପୁଣି ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଜବତ କରିଛି ଚୋରା ବନ୍ଧୁକ । ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଯୁବକ ହେଉଛନ୍ତି କାବୁଲା ଖାନ ଏବଂ ସେଖ ତେହେସିଲ । ଏହି ବନ୍ଧୁକ ତାଙ୍କ ପାଖକୁ କେଉଁଠାରୁ ଆସିଲା, ସେମାନେ ବନ୍ଧୁକ କାହିଁକି ଆଣିଥିଲେ ଏବଂ ଏହା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ଥିଲା କି ସେ ନେଇ ଖୋଳତାଡ କରୁଛି ପୋଲିସ ।

Show More

Related Articles

Back to top button