Breaking PLUSଓଡ଼ିଶାମୁଖ୍ୟ ଖବର
ରାଇରଙ୍ଗପୁର: ମଦ ଦୋକାନ ମାଲିକଙ୍କୁ ଗୁଳି ମାଡ଼

ରାଇରଙ୍ଗପୁର: ମଦ ଦୋକାନ ମାଲିକଙ୍କୁ ଗୁଳି ମାଡ଼ ହୋଇଛି । ଗୋରୁମହିଷାଣୀ ଥାନା କୁଲେଇଶିଳା ଠାରେ ଫାୟାରିଂ ହୋଇଥିବା ସୂଚନା ମିଳିଛି । ଗୁଳି ମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ୍, କାରଣ ଅସ୍ପଷ୍ଟ ରହିଛି । ଜଙ୍ଘରେ ବାଜିଛି ୨ ଗୁଳି, ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।