Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ

ଅହମଦାବାଦ- ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ଅଯୋଧ୍ୟ ଗସ୍ତ କରିବେ । ଅଯୋଧ୍ୟାରେ ସେ ରାମଲଲାଙ୍କ ପୂଜା କରିବେ । ଏହା ସହିତ ମନ୍ଦିର ନିର୍ମାଣର ଅନୁଧ୍ୟାନ କରିବେ । ଏହା ସହିତ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଶାହନୱାଜପୁରରେ ଗୁଜରାଟ ଭବନ ପାଇଁ ଦିଆଯାଇଥିବା ଜମି ସମ୍ପର୍କରେ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ନଭେମ୍ବର 27ରୁ ଡିସେମ୍ବର 2 ତାରିଖ ଯାଏ 7ଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି । ଏହାପୂର୍ବରୁ ସେ ଅଯୋଧ୍ୟା ଆସୁଛନ୍ତି ।

Show More

Related Articles

Back to top button