Breaking PLUSଓଡ଼ିଶାମୁଖ୍ୟ ଖବର
କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍ ସର୍ଭେ ଆରମ୍ଭ

ପୁରୀ- କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍ ସର୍ଭେ ଆରମ୍ଭ । ହାଇଦ୍ରାବାଦର ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ ଆରମ୍ଭ ହୋଇଛି । ସର୍ଭେ କାମ ନେଇ ସୂଚନା ଦେଲେ ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ । ‘ରେଡିଓ ୱେବ୍ ଜରିଆରେ ଭୂତଳର ୧୫ ମିଟର ଯାଏଁ ହେଉଛି ସ୍କାନିଂ । ‘ଯଦି ମାଟି ତଳେ ପ୍ରାଚୀନ ଐତିହ୍ୟ ସନ୍ଧାନ ମିଳେ, ପୁନରୁଦ୍ଧାର ହେବ’ ।