Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍କଳ ଦିବସର ଶୁଭକାମନା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର- ଉତ୍କଳ ଦିବସର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ ! ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଧରା, ପ୍ରାକୃତିକ ସଂପଦ ଓ ସୁନ୍ଦରତାର କୋଳରେ ବସିଥିବା ସାଂସ୍କୃତିକ ଐତିହ୍ୟକୁ ସମ୍ମାନ, ବୀର ଭୂମି ଓଡ଼ିଶାର ସ୍ଥାପନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଉତ୍କଳ ଦିବସ ଅବସରରେ ମୁଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି ଯେ, ଓଡ଼ିଶା ଓ ଏଠାକାର ମୋର ସମସ୍ତ ପ୍ରିୟ ନାଗରିକମାନେ ସମୃଦ୍ଧ ଓ ଖୁସି ରୁହନ୍ତୁ ।

Show More

Related Articles

Back to top button