Breaking PLUSଓଡ଼ିଶାମୁଖ୍ୟ ଖବର

ଛଟ୍ ପୂଜାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର, 17 ନଭେମ୍ବର – ଆଜି ହେଉଛି ଲୋକ ଆସ୍ଥାର ପବିତ୍ର ଛଟ୍ ପୂଜା । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସ୍ୱଚ୍ଛତା, ଶୁଦ୍ଧତା ଓ କଠିନ ତପର ପର୍ବ ଛଟ୍ ପୂଜାର ପ୍ରଥମ ଅନୁଷ୍ଠାନ ନହାୟ ଖାୟର ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଛଟି ମାଆ ଓ ଭଗବାନ ସୂର୍ଯ୍ୟ ସମସ୍ତ ଛଟ ବ୍ରତଧାରୀ ଓ ତାଙ୍କ ପରିଜନଙ୍କୁ ଏହି ତପ କରିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ରାଜ୍ୟପାଳ ।

Show More

Related Articles

Back to top button