Breaking PLUSଓଡ଼ିଶାମୁଖ୍ୟ ଖବର

ଜମି କେଳେଙ୍କାରୀ ରୋକିବାକୁ ସ୍ପେଶାଲ୍‌ ଡ୍ରାଇଭ୍‌

ଭୁବନେଶ୍ୱର -କିଟ୍ ପ୍ରତିଷ୍ଠାତାଙ୍କ ଦ୍ବାରା ସରକାରୀ ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗ  । ଖୁବ୍‌ ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ କହିଲେ ଆଇନ ମନ୍ତ୍ରୀ  ।‘ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଯୋଜନା’  ।‘ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ୍‌ ଡ୍ରାଇଭ ପାଇଁ ଯୋଜନା’ ।‘ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଯୋଜନା’  ।‘ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ କାର୍ଯ୍ୟାନୁଷ୍ଠାନ ହେବ’ ।

Show More

Related Articles

Back to top button