Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଲକ୍ଷେ ଟପିଲା ସୁନା ମୂଲ୍ୟ

ଭୁବନେଶ୍ୱର- ଲକ୍ଷେ ଟଙ୍କା ଟପିଲା ସୁନା ଦର। ଏପ୍ରିଲ ୨୨ ଅର୍ଥାତ୍‌ ମଙ୍ଗଳବାର ସୁନା ଦର ପ୍ରଥମ ଥର ପାଇଁ ଲକ୍ଷେ ଟଙ୍କା ଅତିକ୍ରମ କରିଛି।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍‌ ବୃଦ୍ଧି ପାଇଛି।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଛି । ଦିନରେ ଏହା ୨,୭୫୦ ଟଙ୍କା ବୃଦ୍ଧି ପାଇଛି।

Show More

Related Articles

Back to top button