Breaking PLUSଓଡ଼ିଶାମୁଖ୍ୟ ଖବର

ମର୍ଣ୍ଣିଂ ୱାକରେ ଯାଇଥିବା ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍

ମର୍ଣ୍ଣିଂ ୱାକରେ ଯାଇଥିବା ଜଣେ ମହିଳାଙ୍କଠାରୁ ସୁନା ଚେନ୍‌‌ ଦୁର୍ବୃତ୍ତମାନେ ଝାମ୍ପିନେଇଥିବା ସୂଚନା ମିଳିଛି। ମୁଖା ପିନ୍ଧା ଲୁଟେରା ଏକ ବାଇକ୍‌‌ରେ ଆସି ମହିଳାଙ୍କଠାରୁ ସୁନାଚେନ୍‌‌ ଝାମ୍ପିନେଇଥିଲେ। ଜୟପୁର ଟାଉନ୍‌‌ ଥାନା ୟେଲୋ ବ୍ରିଜ ନିକଟରେ ଲୁଟେରାମାନେ ମହିଳାଙ୍କଠାରୁୁ ଲୁଟ୍‌‌ କରିଥିଲେ। ସେଠାକୁ ପ୍ରାତଃଭ୍ରମଣ ପାଇଁ ଯାଇଥିବାବେଳେ ମହିଳା ଲୁଟ୍‌‌ର ଶିକାର ହୋଇଥିଲେ।

Show More

Related Articles

Back to top button