Breaking PLUSଦେଶମୁଖ୍ୟ ଖବର

ଆଜି ବି ୧୫୦ ଫୁଟ୍ ବୋରୱେଲ୍‌ରୁ ଚାଲିଛି ଉଦ୍ଧାର

ରାଜସ୍ଥାନ: ଆଜି ବି ୧୫୦ ଫୁଟ୍ ବୋରୱେଲ୍‌ରୁ ଚାଲିଛି ଉଦ୍ଧାର । ୪୮ ଘଣ୍ଟାରୁ ଅଧିକ ହେଲାଣି ଫସି ରହିଛି ୩ ବର୍ଷର ଝିଅ  । ୨ ଦିନ ହେବ ଭୋକ ଉପାସରେ ବୋରୱେଲରେ ଫସିଛି କୁନି ଝିଅ  । ପାଇପ୍ ମାଧ୍ୟମରେ ନାବାଳିକାକୁ ଦିଆଯାଉଛି ଅକ୍ସିଜେନ୍  । ଉଦ୍ଧାର ପାଇଁ NDRF ଓ SDRF ପକ୍ଷରୁ ଜାରି ରହିଛି ଉଦ୍ୟମ ।

ମଙ୍ଗଳବାର ରାତିରେ ଚାରୋଟି ଦେଶୀ ଟେକନିକ ବିଫଳ ହେବା ପରେ ପାଇଲିଂ ମେସିନ ବ୍ୟବହାର ଆରମ୍ଭ ହୋଇଥିଲା । କିନ୍ତୁ ଟେକ୍ନିକାଲ ସମସ୍ୟା ରେସକ୍ୟୁ ଟିମ୍ ପାଇଁ ଚ୍ୟାଲେଂଜ ପାଲଟିଛି ।

ଚେତନା ସୋମବାର ଦ୍ୱିପ୍ରହର 2ଟା ବେଳେ ଖେଳିବା ସମୟରେ ବୋରୱେଲ ଭିତରକୁ ଖସିପଡିଥିଲା ।

Show More

Related Articles

Back to top button