Breaking PLUSଓଡ଼ିଶାମୁଖ୍ୟ ଖବର

ଅଭିନବ ଢଙ୍ଗରେ ଗଂଜେଇ ବେପାର, ସିଗାରେଟରେ ଚାଲିଥିଲା ବିକ୍ରି

ଭୁବନେଶ୍ୱର- ରାଜଧାନୀରେ ଗଞ୍ଜେଇ କାରବାର। ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଥିବା ଏକ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ଚଢାଉ । ଚଢାଉ ବେଳେ ଦୋକାନରୁ ବିପୁଳ ପରିମାଣର ଗଂଜେଇ ଓ ସିଗାରେଟ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଘଟଣାସ୍ଥଳରୁ କିଛି ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ । ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍ ।

Show More

Related Articles

Back to top button