Breaking PLUSବାଣିଜ୍ୟମୁଖ୍ୟ ଖବର

ମେ ୧ରୁ ବୃଦ୍ଧି ପାଇବ ଦୁଗ୍ଧଜାତ ସାମଗ୍ରୀର ଦର

ଓମ୍ଫେଡ଼ କ୍ଷୀର ଦର ବୃଦ୍ଧି ପରେ ଏବେ ଦୁଗ୍ଧ ଜାତୀୟ ସାମଗ୍ରୀର ଦର ବୃଦ୍ଧି ପାଇବାକୁ ଯାଉଛି ।

ଓମ୍ଫେଡ଼ କ୍ଷୀର ଦର ବୃଦ୍ଧି ପରେ ଏବେ ଦୁଗ୍ଧ ଜାତୀୟ ସାମଗ୍ରୀର ଦର ବୃଦ୍ଧି ପାଇବାକୁ ଯାଉଛି । ମେ ୧ରୁ ବଢିବ ଦୁଗ୍ଧଜାତ ସାମଗ୍ରୀର ଦର ।  କଞ୍ଚା ଛେନା ଠାରୁ ଆରମ୍ଭ କରି ପନୀର ଓ ଖୁଆ ଭଳି ସାମଗ୍ରୀର ଦର କେଜି ପ୍ରତି 10 ଟଙ୍କାରୁ 30 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତି କରିଛି ରାଜ୍ୟର ସର୍ବାଧିକ ଦୁଗ୍ଦଜାତ ସାମଗ୍ରୀ ପ୍ରସ୍ତୁତ ଓ ବ୍ୟବସାୟ କରୁଥିବା କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ । ସେପେଟେ କଞ୍ଚା ଛେନା, ପନୀର ଓ ଖୁଆ ଭଳି ସାମଗ୍ରୀର ଦର ବଢିଲେ ମିଷ୍ଠାନ୍ନର ଦର ସେହି ତୁଳନରେ ଦୁଇ ଗୁଣା ପର୍ଯ୍ୟନ୍ତ ବଢିବ ବୋଲି କହିଛନ୍ତି ମିଠା ବ୍ୟବସାୟୀ ।

Show More

Related Articles

Back to top button