Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ ଗଠନ

ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ତଥା ନିରାପତ୍ତା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ପାଇଁ ଓଡିଶା ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ସ୍ୱତନ୍ତ୍ର ବାଟାଲିୟନ ସୃଷ୍ଟି ହେବା ସହିତ ଏଥିଲାଗି ୧ ହଜାର ୮୩ଟି ପଦବୀ ସୃଷ୍ଟି ହେବ। ଏହି ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପୁରୀ ପୁଲିସ ଅଧୀକ୍ଷକଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବ।

Show More

Related Articles

Back to top button