ଓଡ଼ିଶା

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଯାଜପୁରରେ କଟକଣା

ବିଭିନ୍ନ ମନ୍ଦିର ପରିସରରେ ଜାରି ହେଲା ୧୪୪ ଧାରା

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା । ଯାଜପୁର ଜିଲ୍ଲାର ଦଶ୍ବାଶମେଧ ଘାଟ, ଜଗନ୍ନାଥ ମନ୍ଦିର ପରିସରରେ କଟକଣା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ସେହିପରି ଧର୍ମଶାଳା ଥାନା ଅନ୍ତର୍ଗତ ଗୋକନେଶ୍ବର ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି ।

Show More

Related Articles

Back to top button