Breaking PLUSଦେଶ ବିଦେଶମୁଖ୍ୟ ଖବର
ଝେଲମ୍ ନଦୀରେ ଅଚାନକ ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ସ୍ଥିତି

ଝେଲମ୍ ନଦୀରେ ଅଚାନକ ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମୁଜାଫରବାଦ୍ ହାତିଆନ ବାଲାରେ ଜରୁରିକାଳୀନ ପରସ୍ଥିତି ଘୋଷଣା କଲା ପାକିସ୍ତାନ । ଏଭଳି ଅଚାନକ ବନ୍ୟା ପରିସ୍ଥିତିକୁ ନେଇ ଭାରତକୁ ଦାୟୀ କଲା ପାକିସ୍ତାନ । ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକ୍ ମଧ୍ୟରେ ଲାଗି ରହିଛି ବିବାଦ । ପହଲଗାମ ଘଟଣାରେ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଛି ଭାରତ ।