Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର ୨୯ରୁ ଭୁବନେଶ୍ୱର-ଗୌହାଟିକୁ ଉଡିବ ବିମାନ

ଭୁବନେଶ୍ୱର : ଅକ୍ଟୋବର ୨୯ରୁ ଭୁବନେଶ୍ୱର-ଗୌହାଟିକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ଦୈନିକ ଗୌହାଟି ଚଳାଚଳ କରିବ ବିମାନ ଏନେଇ ମଙ୍ଗଳବାର ସୂଚନା ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ଚାଲିବା ଦୈନିକ ୧ଟା୨୫ରେ ଭୁବନେଶ୍ୱର ଛାଡି ୨ଟା୫୫ରେ ପହଞ୍ଚିବ। ୩ଟା୫୦ରେ ଗୌହାଟି ଛାଡି ୫ଟା୨୦ରେ ଭୁବନେଶ୍ୱରରେ ପହଞ୍ଚିବ।

Show More

Related Articles

Back to top button