Breaking PLUSଓଡ଼ିଶାମୁଖ୍ୟ ଖବର

ଘର ଭିତରେ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ

ଖଣ୍ଡପଡ଼ା: ଘର ଭିତରେ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫତେଗଡ଼ ଥାନା ଧାନଚିଙ୍ଗେଡା ଗାଁରେ ଘର ଭିତରୁ ମୃତଦେହ ଉଦ୍ଧାର -ପ୍ରେମ ସମ୍ପର୍କରୁ ୨ ପୁଅଙ୍କୁ ବାପା ମାରି ଟାଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ବାପାକୁ ଅଟକ ରଖି ଫତେଗଡ଼ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button