ଅପରାଧଓଡ଼ିଶାମୁଖ୍ୟ ଖବର

ଜବତ ହେଲା ନକଲି ବିଦେଶୀ ମଦ

ଜବତ ହେଲା ନକଲି ବିଦେଶୀ ମଦ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ତେବେ ଘଟଣା ବିଷୟରେ ଅବଗତ ପରେ ଘଟଣାକୁ ଅଧିକ ଗୁରୁତର ସହ ନେଇ ଖୋଳତାଡ କରୁଛି ଅବକାରୀ ବିଭାଗ ।

ଗତ କିଛି ଦିନ ହେଲା ଏହି ସ୍ଥାନରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି।

 

Show More

Related Articles

Back to top button