Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସମ୍ବାଦ ଅଫିସରେ ପୁଣି ଇଓଡବ୍ଲୁ ରେଡ୍

ଭୁବନେଶ୍ୱର- ସମ୍ବାଦ ଅଫିସରେ ପୁଣି ଇଓଡବ୍ଲୁ ରେଡ୍ କରିଛି । ଦ୍ୱିତୀୟ ଥର ପାଇଁ ରେଡ୍ କରୁଛି EOW । ଚଢ଼ାଉ ବେଳେ ହାର୍ଡ ଡିସ୍କ ଜବତ କରିଛି EOW । ଚଢ଼ାଉରେ ସାମିଲ ଅଛନ୍ତି EOWର ବରିଷ୍ଠ ଅଧିକାରୀ । ସାଇବର ଏକ୍ସପର୍ଟ ମଧ୍ୟ ଚଢ଼ାଉ ଟିମ୍‌ରେ ସାମିଲ ଅଛନ୍ତି । ଲୋନ ସ୍କାମ ମାମଲାରେ ଘାଣ୍ଟୁଛି ଅର୍ଥନୈତିକ ଅବରୋଧ ଶାଖା ।

Show More

Related Articles

Back to top button