Breaking PLUSଓଡ଼ିଶାମୁଖ୍ୟ ଖବର

ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ଏନକାଉଂଟର, ଜଣେ ନିହତ

ରାଇଘର ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛିl  ଶୁକ୍ରବାର ଯୁଗାଡ଼ ଥାନା ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ୟୁନିଫର୍ମ ପିନ୍ଧା ନକ୍ସଲ ନିହତ ହୋଇଥିଲା l  ଘଟଣାସ୍ଥଳରୁ ଏସଏଲଆର୍ ଅସ୍ତ୍ରଶସ୍ତ୍ର ଏବଂ କିଛି ଜରୁରୀ ସାମଗ୍ରୀ ଜବତ କରାଯାଇଥିଲା।

Show More

Related Articles

Back to top button